“ମୋଦି ରାଜ୍’କୁ ହିଂସା ଜରିଆରେ ଖତମ୍‌ କରିବାକୁ ଚାଲିଥିଲା ଯୋଜନା”

ବଡ଼ ଧରଣର ହମଲା କରିବାକୁ ଗିରଫ ସାମାଜିକ କର୍ମୀ ଯୋଜନା କରୁଥିଲେ ବୋଲି କହିଲା ମହାରାଷ୍ଟ୍ର ପୁଲିସ୍ ନୂଆଦିଲ୍ଲୀ: ଦେଶର ପ୍ରତିଷ୍ଠିତ ୫ ଜଣ ସାମାଜିକ କର୍ମୀଙ୍କ ଘରେ ଚଢ଼ଉ ପରେ ସେମାନଙ୍କୁ ଗିରଫ କରି କାଠଗଡ଼ାରେ ଛିଡ଼ା ହୋଇଥିବା ମହାରାଷ୍ଟ୍ର ପୁଲିସ୍‌ ଆଜି ସେମାନଙ୍କ ବିରୋଧରେ ସାଂଘାତିକ ଅଭିଯୋଗ କରିଛି। ଦେଶରେ ‘ମୋଦି ରାଜ’କୁ ହିଂସାତ୍ମକ ଉପାୟରେ ଖତମ୍‌ କରିବା ଓ ଦେଶରେ ବଡ଼ଧରଣ ହମ୍‌ଲା କରିବାକୁ ଏହି … Continue reading “ମୋଦି ରାଜ୍’କୁ ହିଂସା ଜରିଆରେ ଖତମ୍‌ କରିବାକୁ ଚାଲିଥିଲା ଯୋଜନା”